Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ଓମଭ୍ୟାଲି ସ୍କୁଲରେ ଆନ୍ତଃରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ - ଯୋଗଦେଲେ ପୌର ପରିଷଦର ଅଧ୍ୟକ୍ଷ। ଓ ସ୍କୁଲ ଚେୟାରମେନ

Titlagarh, Balangir | Aug 22, 2025
ଓମ ଭ୍ୟାଲି ସ୍କୁଲ ଠାରେ ଆୟୋଜିତ ଆନ୍ତଃରାଜ୍ୟସ୍ତରୀୟ ଫୁଟ୍ ବଲ୍ କ୍ଲଷ୍ଟର ୨- ଖେଳ ପ୍ରତିଯୋଗିତା ଉଦଯାପିତ | ଟିଟିଲାଗଡ଼ - ଟିଟିଲାଗଡ଼ ନିକଟସ୍ଥ ଚାରଭଟା ଠାରେ ଅବସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ ଭେଲି ସ୍କୁଲଠାରେ ଦୀର୍ଘ ଛ ଦିନ ଧରି ଆୟୋଜିତ ଆନ୍ତଃରାଜ୍ୟ ସ୍ତରୀୟ ଫୁଟ୍‌ବଲ୍ କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ୧୪ ବର୍ଷରୁ କମ୍,୧୭ ବର୍ଷରୁ କମ୍, ୧୯ ବର୍ଷରୁ କମ୍ ୬୧ଟି ବିଦ୍ୟାଳୟର ୧୧୩୪ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ୧୪ ବର୍ଷରୁ କମ୍ ବର୍ଗର ୧୩ ଟି ଦଳର ୧୯୪ ଜଣ, ପ୍ରତିଯୋଗୀ ଲିଗ୍ ମେଚ୍ ୭ଟି, କ୍ୱାଟରଫାଇନାଲ୍ ମେଚ୍ ୪ଟି,ସେମିଫାଇନାଲ୍ ମେଚ୍ ୨ଟି, ଫାଇନା
Read More News
T & CPrivacy PolicyContact Us