This browser does not support the video element.
ଉମରକୋଟ: ବିଜୁ ଜନତା ଦଳରୁ ବହିଷକୃତ ହେଲେ ଉମରକୋଟ ପୌର ଉପାଧକ୍ଷ ସୁଧାଂଶୁ ଦାସ
Umarkote, Nabarangpur | Sep 6, 2025
ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈାର ପରିଷଦର ଉପାଧ୍ୟକ୍ଷ ସୁଧାଂଶୁ ଦାସଙ୍କୁ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଯୋଗୁଁ ବିଜୁ ଜନତା ଦଳରୁ ରୁ ନିଲମ୍ବନ କରାଯାଇଛି। ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଯୋଗୁଁ ବିଜୁ ଜନତା ଦଳରୁ ରୁ ବହିଷ୍କୃତ କରାଯାଇଥିବା ପତ୍ର ମାଧ୍ୟମରେ ଜିଲ୍ଲା ସଭାପତି ଙ୍କୁ ପ୍ରେରଣ କରାଯାଇଛି। ସୁଧାଂଶୁ ପୈାର ପରିଷଦ ୫ ନଂ ୱାର୍ଡର ୱାର୍ଡ ମେମ୍ବର ଥିଲେ।