This browser does not support the video element.
କଣ୍ଟାମାଳ: ଅଚାନକ କଣ୍ଟାମାଲ ବ୍ଲକ ର ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ I ଛାତ୍ର ଛାତ୍ରୀଙ୍କ ଶହ ଶିକ୍ଷାଦାନ ଉପରେ କଲେ ଆଲୋଚନା
Kantamal, Boudh (Bauda) | Sep 3, 2025
ବିଭିନ୍ନ ସବୁ ପରିଦର୍ଶନ କଲେ ଜିଲ୍ଲାପାଳ ଆଜି ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଆଜି କଣ୍ଟାମାଲ ବ୍ଲକ ବିଭିନ୍ନ ସ୍କୁଲ କୁ ଅଚାନକ ଭାବରେ ପରିଦର୍ଶନ କରିଛନ୍ତି ସ୍କୁଲରେ ଛାତ୍ର ଛାତ୍ରୀ ଙ୍କୁ ଦିଆଯାଉଥିବା ଖାଦ୍ୟ ର ମାନଯାଞ୍ଜ କରିବା ଶହ ସ୍କୁଲ ର ଶିକ୍ଷାଦାନ କିଭଳି ହେଉଛି ସେ ନେଇ ଛାତ୍ର ଛାତ୍ରୀ ଙ୍କୁ ପଚାରି ବୁଝିଛନ୍ତି I ଏହି ପରିଦର୍ଶନ ରେ କଣ୍ଟାମାଲ Bdo ଓ ତହସିଲଦାର ଉପସ୍ଥିତ ଥିଲେ I ବ୍ଲକର ମଲିକୁଦ ଶ୍ରୀମାଲ ଖୁଣ୍ଟିଗୋରା ଉମା ନାରାୟଣ ପ୍ରସାଦ କୁ ଗ୍ରସ୍ତ ଆଜି 2ଘଣ୍ଟା ସମୟରେ କରିଥିବା ଜଣାପଡୁଛି I