Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ଦୁର୍ଘଟଣାରେ ପ୍ରାଣହରାଇଥିବା ରେଭେନ୍ସା ଛାତ୍ରଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ସିଡିଏସ୍ଥିତ ମହାନଦୀ କ୍ୟାମ୍ପସରେ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ
Cuttack M Corp PS, Cuttack | Aug 26, 2025
ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରଯୁକ୍ତି ସୂଚନା ବିଦ୍ୟା ଓ ପରିଚାଳନା ବିଭାଗ ର ତୃତୀୟ ବର୍ଷର ଛାତ୍ର ଲୁଗୁବୁରୁ ଟୁଡୁ ଙ୍କ ମହାନଦୀ ପରିସର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।ତାଙ୍କ ଆତ୍ମାର ସଦଗତି ନିମନ୍ତେ ରେଭେନ୍ସା ବିଶ୍ଵବିଦ୍ୟାଳୟ ମହାନଦୀ ପରିସର ର ସମସ୍ତ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ମିଳିତ ହୋଇ ମଙ୍ଗଳବାର ଦିନ ୪ଟାରେ ଏକ ମହମବତୀ ଶୋଭାଯାତ୍ରା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!