This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ସଦର ଠାରେ ପୌରପାଳିକା ପକ୍ଷରୁ ମାଛ ଗୋଦାମ ରେ ଚଢାଉ
Bhadrak Rural, Bhadrak | Sep 12, 2025
ପୌରପାଳିକା ପକ୍ଷରୁ ମାଛ ଗୋଦାମ ରେ ଚଢାଉ। ତେବେ ଅମାନିଆ ମାଛ ବିକାଳୀଙ୍କ ଉପରେ ଜରିମାନା କରିଛନ୍ତି କତୃପକ୍ଷ। ଆଜି ରାସ୍ତା କଡ଼ରେ ମାଛ ବିକୁଥିବା ବେପାରୀଙ୍କୁ ଠାବ କରି ଭଦ୍ରକ ପୌରପାଳିକା ପକ୍ଷରୁ ଚଢ଼ାଉ କରି ଫାଇନ କରାଯାଇଥିବା ଦେଖିବାକୁ ମିଳିଛି। ତେବେ RMC ମାର୍କେଟ ରେ ମାଛ ନବିକି ରାସ୍ତା କରରେ ବିକିବା କାରଣରୁ ଟ୍ରାଫିକ ସମସ୍ୟା ଉପୁଜିଥିବା ଅଭିଯୋଗ ହୋଉଥିଲା ଆଜି ସଦଳବଳେ ପହଞ୍ଚି ଏହାକୁ ଚଢ଼ାଉ କରି ଫାଇନ ଲଗାଇଥିବା ଦେଖିବାକୁ ମିଳିଛି।