Download Now Banner

This browser does not support the video element.

ପଦ୍ମପୁର: ସାର ଓ ଧାନ ପଞ୍ଜିକରଣ ସମସ୍ୟା ନେଇ ପାଇକମାଲ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳଙ୍କ ଗାଡି ଆଗରେ ବସିଲେ ଚାଷୀ

Padmapur, Bargarh (Baragarh) | Sep 8, 2025
ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାର୍ଯ୍ୟାଳୟ ରେ ଥିଲା ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ। ଏନେଇ ଚାଷୀ ମାନେ ସାର ଓ ଧାନ ପଞ୍ଜିକରଣ ସମସ୍ୟା ନେଇ ଜିଲ୍ଲାପାଳ ଙ୍କୁ ଜଣେଇଥିଲେ। ହେଲେ କିଛି ସନ୍ତୁଷ୍ଟ ଉତ୍ତର ମିଳିନଥିବା ବେଳେ ଅପରାହ୍ନ 1ଟା ସମୟ ପାଖା ପାଖି ରେ ବାହାରେ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିଥିଲେ। ହେଲେ ଚାଷୀ ଓ ଜିଲ୍ଲା ପାଳ ଙ୍କ ମଧ୍ୟରେ ତୁ ତୁ ମେ ମେ ଦେଖିବା କୁ ମିଳିଥିଲା । ଚାଷି ମାନେ ନାରାବାଜି କରିବା ସହ ବରଗଡ ଜିଲ୍ଲାପାଳ ଙ୍କ ବଦଳି ଦାବି କରିଛନ୍ତି
Read More News
T & CPrivacy PolicyContact Us