Download Now Banner

This browser does not support the video element.

ଧରାକୋଟ: ଆର. ଦାମଦୋରପଲ୍ଲୀ ଗ୍ରାମରେ ନିର୍ମମ ହତ୍ୟା,ପ୍ରଥମେ ବଡ ଭାଇଙ୍କୁ ଆକ୍ରମଣ ପରେ ସାନ ଭାଇଙ୍କୁ ଛୁରୀ ଭୁସି ହତ୍ୟା

Dharakote, Ganjam | Oct 6, 2025
ଗଞ୍ଜାମ ଜିଲ୍ଲା ଧରାକୋଟ ଥାନ ଆର୍. ଦାମୋଦରପଲ୍ଲୀ ଗ୍ରାମରେ ଚାଞ୍ଚଲ୍ୟ l ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଚ ରାସ୍ତା ରେ ପ୍ରଥମେ ବଡ ଭାଇଙ୍କ ଉପରେ ଆକ୍ରମଣ ପରେ ସାନ ଭାଇକୁ ଛୁରୀ ଭୁସି ହତ୍ୟା କରାଯାଇଛି l ଛୁରା ମାଡ଼ରେ ଗ୍ରାମର ବଡ ଭାଇ ସଞ୍ଜୀବ ରେଡ୍ଡୀ ଗୁରୁତର ହୋଇଥିବା ବେଳେ ସାନ ଭାଇ ୩୫ ବର୍ଷୀୟ ଡି. ଶଙ୍କର ରେଡ୍ଡୀଙ୍କ ମୃତ୍ୟୁ ହୋଇଛି l ସୂଚନା ଅନୁସାରେ ଗତ ବିଳମ୍ବିତ ରାତ୍ରୀରେ ସଞ୍ଜୀବ ରେଡ୍ଡୀ ଙ୍କ ସହ ସେହି ଗ୍ରାମର ରମେଶ ରେଡ୍ଡୀ ନାମକ ଜଣେ ଯୁବକ ପୂର୍ବ କଥାକୁ ନେଇ ବଚସା ହୋଇଥିଲା l ବଚସା କ୍ରମଶଃ ଉଗ୍ରରୂପ ନେଇ ରମେଶ ପ୍ରଥମେ ସଞ୍ଜୀବଙ୍କୁ ଛୁରାରେ ଆକ୍ରମଣ କରିଥିଲା
Read More News
T & CPrivacy PolicyContact Us