Download Now Banner

This browser does not support the video element.

କେନ୍ଦୁଝର ସହର: ଗତକାଲି ହାଇୱା ଧକ୍କାରେ ଜଣେ ମୃତ୍ୟୁ ଘଟିଥିବା ଘଟଣାକୁ ନେଇ ପରିବାର ଲୋକେ କ୍ଷତିପୂରଣ ଦାବିରେ ଟାଙ୍ଗରପଡା ଛକରେ ରାସ୍ତାରୋକ କଲେ ଗ୍ରାମବାସୀ

Kendujhar Town, Kendujhar | Sep 13, 2025
ଗତକାଲି ହାଇୱା ଧକ୍କାରେ ଜଣେ ମୃତ୍ୟୁ ଘଟିଥିବା ଘଟଣାକୁ ନେଇ ପରିବାର ଲୋକେ କ୍ଷତିପୂରଣ ଦାବିରେ ଟାଙ୍ଗରପଡା ଛକରେ ରାସ୍ତାରୋକ କଲେ ଗ୍ରାମବାସୀ ପାଟଣା: ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡା ପୋଖରୀ ନିକଟରେ ଗତକାଲି ରାତିରେ ଏକ ହାଇୱା ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ମୃତ୍ୟୁ ଜଣଙ୍କ ହେଉଛନ୍ତି ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତର ଟାଙ୍ଗରପଡା ଗ୍ରାମର ଦିଗାମ୍ବର ସେଠୀ ବୋଲି ଜଣାପଡିଛି ତାଙ୍କ ମୃତ ଦେହକୁ ରାସ୍ତା ଉପରେ ପ୍ରତିବାଦ କରିଛନ୍ତି।
Read More News
T & CPrivacy PolicyContact Us