This browser does not support the video element.
ଲାଞ୍ଜିଗଡ: ଲୋକ ନାଥ ପୁର ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିଲା ପିକ ଅପ ମେନ୍ ଚାଳକ ଆହତ ଭବାନୀପାଟଣା ମେଡିକାଲ ରେ ଭର୍ତ୍ତି।
Lanjigarh, Kalahandi | Sep 11, 2025
ଲୋକ ନାଥ ପୁର ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିଲା ପିକ ଅପ ମେନ୍ ଚାଳକ ଆହତ ଭବାନୀପାଟଣା ମେଡିକାଲ ରେ ଭର୍ତ୍ତି। ୬ନମ୍ବର ରାଜ୍ୟ ରାଜପଥ ସ୍ଥିତ ଲୋକନାଥ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଏକ ପିକ ଅପ ଭନ ଦୁର୍ଘଟଣା ଶିକାର ହୋଇଥିବା ଦେଖିବାକୁ ମିଳିଛି। ପୋଖରୀ ବନ୍ଧ ପଟୁ ଜୁନାଗଡ ଅଭିମୂଖେ ଯିବା ସମୟରେ ଆଜି ଗୁରୁବାର ରାତି ରେ ଗଛ ରେ ପିଟି ହୋଇ ଦୁର୍ଘଟଣା ଶିକାର ହୋଇଥିବା ସୁଚନା। ଦୁର୍ଘଟଣା ରେ ଚାଳକ ଆହତ ହୋଇଥିବା ବେଳେ ପଥଚାରୀ ମାନେ ଘଟଣାସ୍ଥଳରୁ ଉଦ୍ଧାର କରି ଚାଳକକୁ ଭବାନୀପାଟଣା ମୁଖ୍ୟ ଡ଼ାକ୍ତରଖାନାକୁ ନେଇ ଭର୍ତ୍ତି କରିଥିବା ସୁଚନା।