Download Now Banner

This browser does not support the video element.

ବଡଚଣା: ବଡ଼ଚଣା ବିଜେଡିକୁ ଶକ୍ତ ଝଟକା,ଭୁବନେଶ୍ୱର ବିଜେପି ପାଟି କାର୍ଯ୍ୟାଳୟରେ ବ୍ଲକ ଅଧକ୍ଷା,ଉପାଧ୍ୟାକ୍ଷ ମିଶିଲେ ବିଜେପିରେ

Badachana, Jajpur | Aug 24, 2025
ବଡ଼ଚଣା ବିଜେଡିକୁ ଶକ୍ତ ଝଟକା,ଭୁବନେଶ୍ୱର ବିଜେପି ପାଟି କାର୍ଯ୍ୟାଳୟରେ ବ୍ଲକ ଅଧକ୍ଷା,ଉପାଧ୍ୟାକ୍ଷ ମିଶିଲେ ବିଜେପିରେ ବଡ଼ଚଣା ବିଜେଡିକୁ ଶକ୍ତ ଝଟକା ଦେଲେ ବିଧାୟକ ଅମର କୁମାର ନାୟକ l ଭୁବନେଶ୍ୱର ବିଜେପି ପାଟି କାର୍ଯ୍ୟାଳୟରେ ମହା ମିଶ୍ରଣ ପର୍ବ ବଡ଼ଚଣା ବିଜେଡିର ବ୍ଲକ ଅଧକ୍ଷା ମିନତୀ ସେନାପତି,ଉପାଧ୍ୟାକ୍ଷ ବିଭାସ ଚନ୍ଦ୍ର ନନ୍ଦ ସହିତ 20 ଜଣ ସରପଞ୍ଚ ଓ ସମିତି ସଭ୍ୟ ସହ ଏକ ହଜାରରୁ ଉର୍ଦ୍ଧ କର୍ମୀ ବିଜେଡି ଦଳ ଛାଡି ଭୁବନେଶ୍ୱର ବିଜେପି ପାର୍ଟି ଅଫିସରେ ଯୋଗ ଦେଇଛନ୍ତି l
Read More News
T & CPrivacy PolicyContact Us