Download Now Banner

This browser does not support the video element.

କଣ୍ଟାମାଳ: ଜମଟାଙ୍ଗୀ ରାସ୍ତା ନିକଟରୁ ୬ ଲିଟରରୁ ଉର୍ଦ୍ଧ୍ୱ ମଦ ଜବତ

Kantamal, Boudh (Bauda) | Aug 24, 2025
ଜମଟାଙ୍ଗୀ ରାସ୍ତା ନିକଟରୁ 6ଲିଟର ରୁ ଉର୍ଦ୍ଧ ମଦ ଜବତ ମନମୁଣ୍ଡା ଥାନା ଜମଟାଙ୍ଗୀ ରାସ୍ତା ନିକଟରେ ଆଜି ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟ ରେ ସେଠାରୁ 6. 5ଲିଟର ରୁ ଉର୍ଦ୍ଧ ଦେଶୀ ମଦ ଜବତ ଶହ ଯୌନୀକ ବ୍ୟକ୍ତି କୁ ଅବକାରୀ ଥାନାରେ ଅଟକ ରଖୀଥିଲା ଏବଂ ଏକ ମାମଲା ରୁଜୁ କରି ନୋଟିସ ଛାଡିଥିବା ନେଇ ରାତି 8-30ରେ ସୂଚନା ଦେଇଛନ୍ତି I
Read More News
T & CPrivacy PolicyContact Us