Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପଳାଶୁଣୀ ଓଭରବ୍ରିଜ ଉପରେ ବେପରୁଆ ଭାବରେ ଗାଡି ଚଳାଇବା ପଡିଲା ମହଙ୍ଗା, 10 ହଜାର ଟଙ୍କା ଚାଲାଣ କାଟିଲା ପରିଵହନ ବିଭାଗ

Bhubaneswar M Corp, Khordha | Aug 22, 2025
ପଳାଶୁଣୀ ଓଭରବ୍ରିଜ ଉପରେ ବେପରୁଆ ଭାବରେ ଗାଡି ଚଳାଇବା ପଡିଲା ମହଙ୍ଗା, 10 ହଜାର ଟଙ୍କା ଚାଲାଣ କାଟିଲା ପରିଵହନ ବିଭାଗ | ରାଜଧାନୀ ରାଜରାସ୍ତାରେ ଷ୍ଟଣ୍ଟ ମାରିବା ପଡିଲା ମହଙ୍ଗା । ଗାଡି ମାଲିକ ସତ୍ୟଭାମା ସାହୁଙ୍କ ନାଁରେ 10,000 ଟଙ୍କା ଚାଲାଣ କାଟିଲା ପରିଵହନ ବିଭାଗ । Rto -1ପକ୍ଷରୁ ଗାଡି ମାଲିକ ସତ୍ୟଭାମା ସାହୁ ନାଁରେ କଟିଲା ଚାଲାଣ । ଆଜି 1.55ରେ ପଳାଶୁଣୀ ଓଭର ବ୍ରିଜ ଉପରେ ବେପରୁଆ ଭାବରେ ଗାଡି ଚଳାଉ ଥିବା ଦୃଶ୍ୟର ଭିଡିଓ ଭାଇରଲ ହୋଇଥିଲା । ଦୁଇଜଣ ଯୁବକ କାର ବାହାରକୁ ଠିଆ ହୋଇ ପୋଜ ଦେଇଥିବା ବେଳେ ଦ୍ରୁତ ଗତିରେ ଚାଲୁଥିଲା କାର |
Read More News
T & CPrivacy PolicyContact Us