Download Now Banner

This browser does not support the video element.

ପରଜଙ୍ଗ: କଙ୍କଡାହାଡ଼ କଣ୍ଟାପାଳ ରଗଡି ସାହିରେ କୂଅରେ ପଡିଲା ଜଙ୍ଗଲୀ ବାରାହା ଗୁରୁବାର ୯ଟାରେ ବନ ବିଭାଗ ଯାଇ ଉଦ୍ଧାର ପାଇଁ କଲା ଉଦ୍ୟମ

Parajang, Dhenkanal | Sep 4, 2025
କଙ୍କଡାହାଡ଼ କଣ୍ଟାପାଳ ରଗଡି ସାହିରେ କୂଅରେ ପଡିଲା ଜଙ୍ଗଲୀ ବାରାହା ଗୁରୁବାର ୯ଟାରେ ବନ ବିଭାଗ ଯାଇ ଉଦ୍ଧାର ପାଇଁ କଲା ଉଦ୍ୟମ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ କଣ୍ଟାପାଳ ରଗଡି ସାହିରେ ଥିବା ଏକ କୂଅରେ ପଡିଗଲା ଜଙ୍ଗଲୀ ବାରାହା ଗୁରୁବାର ଖବର ପାଇ ବନ ବିଭାଗ ଯାଇ ଉଦ୍ଧାର ପାଇଁ କଲା ଉଦ୍ୟମ ।
Read More News
T & CPrivacy PolicyContact Us