This browser does not support the video element.
ଧରାକୋଟ: ପ୍ରତାପଗିରି ଗ୍ରାମରେ ନିର୍ମାଣଧୀନ ଜଗନ୍ନଥ ମନ୍ଦିର ବୁଲି ଦେଖିଲେ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ
Dharakote, Ganjam | Sep 2, 2025
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମରେ ନିର୍ମାଣ ଚାଲିଛି ଜଗତର ନାଥ ଜଗନ୍ନାଥ ଙ୍କ ଭବ୍ୟ ମନ୍ଦିର l ଗ୍ରାମ ବାସି ଙ୍କ ବହୁ ବର୍ଷ ର ପ୍ରଚେଷ୍ଟା ଆଜି ସଫଳ ହେବାକୁ ଯାଉଥିବା ବେଳେ ଜୋର ସୋର ରେ ଚାଲିଛି ମନ୍ଦିର ନିର୍ମାଣ କାର୍ଯ୍ୟ l ତେବେ ମନ୍ଦିର କାର୍ଯ୍ୟ ଅଗ୍ରଗତି ଅନୁଧ୍ୟାନ ନେଇ ମନ୍ଦିର ପରିସରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ l ସେ ମନ୍ଦିର ର ସମସ୍ତ କାର୍ଯ୍ୟ ବୁଲି ଦେଖିବା ସହ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଛନ୍ତି l