This browser does not support the video element.
ଅନୁଗୋଳ: ସିନ୍ଦୂରଖୋଲ ଗ୍ରାମରେ ଭଉଣୀକୁ ମାରିଦେଇଥିବା ନେଇ ଏସପିଙ୍କୁ ଅଭିଯୋଗ କରି ପ୍ରତିକ୍ରିୟା ରଖିଲେ ରାମଚନ୍ଦ୍ର ପ୍ରଧାନ
Anugul, Angul | Sep 10, 2025
ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ଟାପୋଢୋଲ ଗ୍ରାମ ର ପ୍ରଫୁଲ୍ଲ ପ୍ରଧାନ ଓ ଯଶୋବନ୍ତି ପ୍ରଧାନ ଙ୍କ ଦ୍ୱିତୀୟ ଝିଅ ଝୁଲିଲତା ପ୍ରଧାନ , ସିନ୍ଦୁରଖୋଲ ଗ୍ରାମର ଗଣେଶ୍ୱର ପ୍ରଧାନ ଙ୍କ ପୁଅ ପବିତ୍ର ପ୍ରଧାନ ଙ୍କ ସହିତ ପାଞ୍ଚ ବର୍ଷ ତଳେ ବିବାହ କରିଥିଲେ। ଚାରି ବର୍ଷ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ନହେବାରୁ ଶାଶୁ ଘର ପକ୍ଷରୁ ବାରମ୍ଵାର ତାଙ୍କୁ ଅପମାନିତ କରାଯିବା ସହିତ ବାହାଘର ସମୟରେ ଯୌତୁକ ରେ ଏସି ଓ ୱାଶିଂ ମେସିନ ଆଣି ନଥିବାରୁ ନିର୍ଯାତନା ଦେଇ ଆସୁଥିଲେ। ତେବେ ଏହାକୁ ସେ ନିଜ ମା ଙ୍କ ଛଡ଼ା ଆଉ କାହାକୁ କିଛି କେବେ କହି ନଥିଲେ । ତେବେ ଗତ ଅଗଷ୍ଟ ୨୮ ତାରିଖ ଦିନ ଝ