This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: କୁଆଁଶ ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧିବିନାୟକ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଗଣପତି ଉତ୍ସବରେ ସାମିଲ ହେଲେ ବିଧୟକଙ୍କ ସମେତ ଉପଜିଲ୍ଲାପାଳ ଓ ଏସପି
Bhadrak Rural, Bhadrak | Aug 28, 2025
କୁଆଁଶ ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧିବିନାୟକ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଗଣପତି ଉତ୍ସବରେ ସାମିଲ ହେଲେ ବିଧୟକଙ୍କ ସମେତ। ଉପ ଜିଲ୍ଲାପାଳ ଓ ଏସପି। ଆଜି ଦିନ ୧୨ ଘଟିକା ରେ ନିଜର ମୂଲ୍ୟବାନ ସମୟ ବିତାଇ ଏଥିରେ ଯୋଗଦେଇଥିବା ରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ସଦର ବିଧାୟକ ସିତାଂଶୁ ମହାପାତ୍ର।ପ୍ରଭୁ ସିଦ୍ଧିବିନାୟକ ଗଣପତିଙ୍କ ଅସୀମ କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେବାନେଇ କହିଛନ୍ତି ବିଧାୟକ। ଏଥିରେ ଭଦ୍ରକ ଜିଲ୍ଲାପାଳଙ୍କ ସମେତ ଉପଜିଲ୍ଲାପାଳ। ଏସପି ମନୋଜ ରାଉତ୍। ଅତିରିକ୍ତ ଏସପି ଅଂଶୁମାନ ଦିୱେଦି। ଭଦ୍ରକ ସାଂସଦ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।