Download Now Banner

This browser does not support the video element.

ସୁନ୍ଦରଗଡ ସହର: ବର୍ଷା ଏବଂ ବଜ୍ରପାତ କୁ ଦୃଷ୍ଟିରେ ରଖି ଆଜି ସୁନ୍ଦରଗଡ ଜିଲ୍ଲା କୁ ଓରେଞ୍ଜ ୱାରନିଙ୍ଗ ଜାରି କରିଛି ପାଣିପାଗ ବିଭାଗ

Sundargarh Town, Sundargarh | Sep 9, 2025
ବର୍ଷା ଏବଂ ବଜ୍ରପାତ କୁ ଦୃଷ୍ଟିରେ ରଖି ଆଜି ସୁନ୍ଦରଗଡ ଜିଲ୍ଲା କୁ ଓରେଞ୍ଜ ୱାରନିଙ୍ଗ ଜାରି କରିଛି ପାଣିପାଗ ବିଭାଗ l ଗତ କିଛି ଦିନ ଧରି ସୁନ୍ଦରଗଡ଼ ଜିଲ୍ଲାରେ ଲଗାଣ ବର୍ଷା ହେଉଥିବାବେଳେ ଆଜି ସକାଳୁ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲର କିଛି ସ୍ଥାନରେ ପବନ, ବଜ୍ରପାତ ସହ ବର୍ଷା ଆରମ୍ଭ ହୋଇଛି l ବର୍ଷା କୁ ଦୃଷ୍ଟି ରେ ରଖି ଆଜି ମଙ୍ଗଳବାର ବାର ରାତି ୮ ଟା ୩୦ ରୁ ବୁଧବାର ସକାଳ ୮ ଟା ୩୦ ଯାଏଁ ପାଣିପାଗ ବିଭାଗ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା କୁ ଇୟେଲୋ ୱାରନିଙ୍ଗ ଜାରି କରାଯାଇଛି l
Read More News
T & CPrivacy PolicyContact Us