Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ବନ୍ୟଜନ୍ତୁ ଶିକାର ଘଟଣାରେ ଜଡିତ କାଟୁରିଆ ଗ୍ରାମର ୭ଜଣ ଫେରାର ଶିକାରୀ ବନ ବିଭାଗ ନିକଟରେ କଲେ ଆତ୍ମ ସମର୍ପଣ
Baripada M, Mayurbhanj | Sep 9, 2025
ବନ୍ୟଜନ୍ତୁ ଶିକାର ଘଟଣାରେ ଜଡିତ ୭ ଜଣ ଫେରାର ଶିକାରୀ ବନ ବିଭାଗ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ, ବନ କର୍ମଚାରୀ ଏବଂ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ସହାୟତା ଯୋଗୁଁ ସେମାନେ ନିଜକୁ ଆତ୍ମ ସମର୍ପଣ କରିଛନ୍ତି। ଏନେଇ ମଙ୍ଗଳବାର ଅପରାହ୍ନ ପ୍ରାୟ ୪.୧୫ ଟାରେ ଶିମିଳିପାଳର ଡେପୁଟି ଡାଇରେକ୍ଟର (ଦକ୍ଷିଣ) ସମ୍ରାଟ ଗୌଡ଼ା ସୂଚନା ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!