Download Now Banner

This browser does not support the video element.

ଜି ଉଦୟଗିରି: ଗମାଣ୍ଡି ନିକଟରେ ଯାତ୍ରୀବାହୀ ବସ୍-ଅଟୋ ମୁହାଁମୁହିଁ ଧକ୍କାରେ ୮ ବର୍ଷର ଛାତ୍ର ଗୁରୁତର, ଅନ‍୍ୟ ଜଣେ ଆହତ

G Udayagiri, Kandhamal | Aug 23, 2025
ଯାତ୍ରୀବାହୀ ବସ୍ - ଅଟୋ ମୁହାଁମୁହିଁ ଧକ୍କା ୮ବର୍ଷର ପିଲା ଗୁରୁତର ଅନ୍ୟ ଜଣେ ଆହାତ ।ଘଟଣା ଘଟିଛି ରାଇକିଆ ଥାନା ଅନ୍ତର୍ଗତ ଗମାଣ୍ଡି ବୁଲାଣିରେ । ଜଙ୍ଗଲ ରାଜା ନାମକ ଯାତ୍ରୀବାହୀ ବସ୍ ରାଇକିଆ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ଅପର ପାର୍ଶ୍ଵରୁ ଏକ ଅଟୋ ଦୁଇ ଜଣ ପିଲାଙ୍କୁ ରାଇକିଆ ସ୍କୁଲ ନେଇ ଯାଉଥିବା ବେଳେ ଦୁର୍ଘଟଣା ଗସ୍ତ । ଗୁରୁତର ପିଲାକୁ ଫୁଲବାଣୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଅଛି।
Read More News
T & CPrivacy PolicyContact Us