Download Now Banner

This browser does not support the video element.

ଅନୁଗୋଳ: ଅନୁଗୋଳ ସହରର ବିଭିନ୍ନ ପୂଜା ମଣ୍ଡପ ବୁଲି ଗଣେଶଙ୍କ ଦର୍ଶନ କଲେ ତାଳଚେର ବିଧାୟକ

Anugul, Angul | Aug 28, 2025
ଆଜି ଅନୁଗୋଳ ସ୍ଥିତ ଅମଲାପଡ଼ା ଠାରେ କ୍ଲବ ଗଣପତ୍, ବିନାୟକ କ୍ଲବ, ଅମଲାପଡ଼ା ଚତୁର୍ଥ ଲାଇନର ULTIMATE BOYZ ଓ ହେମସୁରପଡ଼ା ଠାରେ ଲକ୍ଷ୍ମୀନାରାୟଣ ଗଣେଶ ପୂଜା କମିଟି ପରିଦର୍ଶନ କରି ସିଦ୍ଧି ବିନାୟକ ପ୍ରଭୁ ଶ୍ରୀ ବିଘ୍ନ ବିନାଶକ ଙ୍କ ପୂଜାରେ ଯୋଗଦାନ କରି ଆଶୀର୍ବାଦ ପ୍ରାପ୍ତ କରିବା ସହ ଜଗତର କଲ୍ୟାଣ ନିମନ୍ତେ କାମନା କରୁଅଛି ।। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ, ପୂର୍ବତନ ତାମଡା ଅଧ୍ୟକ୍ଷ ଶ୍ରୀଯୁକ୍ତ ଶକ୍ତି ପ୍ରସାଦ ପଟ୍ଟନାୟକ, କ୍ଲବ୍ ଗଣପତର ସଭାପତି ଚଦ୍ରକାନ୍ତ ପ୍ରଧାନଙ୍କ ସମେତ ସମସ୍ତ କ୍ଲବର
Read More News
T & CPrivacy PolicyContact Us