Download Now Banner

This browser does not support the video element.

ନୂଆପଡା: ଖଡ଼ିଆଳ ସ୍ଥିତ କ୍ଷତ୍ରିୟ ଭବନରେ କ୍ଷତ୍ରିୟ ସମାଜର ନୂଆଖାଇ ଭେଟଘାଟ ଅନୁଷ୍ଠିତ;ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ

Nuapada, Nuapada | Sep 3, 2025
ଖଡ଼ିଆଳ ସ୍ଥିତ କ୍ଷତ୍ରିୟ ଭବନ ଠାରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଆଜି ୨ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ବିଶିଷ୍ଟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇଥିଲେ । ଏଥିରେ ସମାଜର ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।
Read More News
T & CPrivacy PolicyContact Us