Download Now Banner

This browser does not support the video element.

କୋରାପୁଟ ସହର: ପଣଶପୁଟ ଓ ବାଉଁଶ ଗୁଡ଼ା ଛକ ନିକଟ ରାସ୍ତା କଡ଼ରେ ମୋଟରସାଇକେଲ ପାହାଡ଼ ତଳେ କ୍ଷତାକ୍ତ ମୃତଦେହ ପୁଲିସର ତଦନ୍ତ ଜାରି

Koraput Town, Koraput | Aug 31, 2025
ରାସ୍ତା କଡ଼ରେ ମୋଟର ସାଇକେଲ ପାହାଡ଼ ନିକଟରେ ପଡିଛି କ୍ଷତାକ୍ତ ମୃତଦେହ ଏଭଳି ଘଟଣା ଘଟିଛି କୋରାପୁଟ ଟାଉନ୍ ଥାନା ଅନ୍ତର୍ଗତ ପଣଶପୁଟ ଓ ବାଉଁଶ ଗୁଡ଼ା ଛକ ନିକଟରେ ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ଜଣକ ପୋଡ଼ା ଗଡ଼ ପଞ୍ଚାୟତର ମାଳି ତଳା ଗ୍ରାମର ଅନ୍ତେ ମାଳି ବୋଲି ଜଣାପଡ଼ିଛି। ସୁଚନାଯୋଗ୍ୟ ରବିବାର ଉକ୍ତ ରାସ୍ତା ଦେଇ ଯାଉଥିବା କିଛି ଗ୍ରାମବାସୀ ରାସ୍ତା କଡ଼ରେ ଏକ ମୋଟର ସାଇକେଲ ଠିଆ ହୋଇଥିବା ଦେଖିବାକୁ ପାଇ ସନ୍ଦେହ କରିଥିଲେ। କିଛି ଦୁର ପାହାଡ଼ ନିକଟରେ ଥିବା ଲଟାବୁଦାରେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ।
Read More News
T & CPrivacy PolicyContact Us