Download Now Banner

This browser does not support the video element.

କଟକ ପୌରାଞ୍ଚଳ: ମଧୁପାଟଣା ଥାନା ଅଂଚଳରେ ଚୋରି ମାମଲାରେ ଜଣେ ଅଭିଯୁକ୍ତ ଗିରଫ

Cuttack M Corp PS, Cuttack | Aug 27, 2025
କଟକ ଜିଲ୍ଳା ମଧୁପାଟଣା ଥାନା ଅଂଚଳରେ ଚୋରି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ନରେନ୍ଦ୍ର କାଳିଆ ଶବର। ଏ ନେଇ ବୁଧବାର ରାତି ୧୦.୪୫ ମିନିଟ ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଅଭିଯୁକ୍ତକୁ ଆଜି ରାତି ୮ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ନାଁରେ ପୂର୍ବରୁ କେତେ ଅପରାଧିକ ମାମଲା ରହିଛି କି ନାହିଁ ସେ ନେଇ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଥାନା ଅଧିକାରୀ।
Read More News
T & CPrivacy PolicyContact Us