Install App
sanjayakumar.naik
This browser does not support the video element.
ଟିଟିଲାଗଡ: ଟିଟିଲାଗଡ଼ ମାଉସୀ ମା ମନ୍ଦିର ଛକରେ କିଏ ଜଣେ ବ୍ୟକ୍ତି ଅଧ ଘଣ୍ଟାରୁ ଅଧିକ ସମୟ ରାସ୍ତା ଉପରେ ଗାଡି ରଖିବା ଯୋଗୁଁ ଲୋକେ ହଇରାଣ
Titlagarh, Balangir | Aug 25, 2025
ଟିଟିଲାଗଡ଼ ମାଉସୀ ମନ୍ଦିର ଛକ ରେ କିଏ ଜଣେ ବ୍ୟକ୍ତି ଅଧା ଘଣ୍ଟା ହେଲା ରାସ୍ତା ମଝି ରେ ବାଇକ ରଖି ଦେଇଥିଲେ ଯାହାର ଦ୍ବାରା ଯିବାର ଆସବାର ରେ ବହୁତ ଅସୁବିଧା ସୃଷ୍ଟି ହେଉଥିଲା । ଆମ୍ବୁଲାନ୍ସ ବି ବହୁତ ମୁସ୍କିଲ ରେ ରାସ୍ତା ପାର ହେଇ କରି ଗଲା । କିଛି ସମୟ ପରେ ପୋଲିସ କର୍ମଚାରୀ ଆସି କରି ଗାଡ଼ି ସାଇଡ଼ କରିଛନ ଆଉ କାର୍ଯ୍ୟନୁଷ୍ଠାନ ନିଆଯିବବୋଲି କହିଛନ୍ତି
Share
Read More News
T & C
Privacy Policy
Contact Us
Your browser does not support JavaScript!