Download Now Banner

This browser does not support the video element.

ଝାରସୁଗୁଡା: ସରବାହାଲ ନିକଟରୁ ୧୪୪୦ ବୋତଲ କଫ ସିରଫ ଜବତ କରିବା ସହ ଦୁଇ ଅଭିଯୁକ୍ତ କୁ ଗିରଫ କରିଛି ଝାରସୁଗୁଡା ପୋଲିସ

Jharsuguda, Jharsuguda | Sep 7, 2025
ଝାରସୁଗୁଡା ଜିଲ୍ଲା ରାଜ୍ୟ ରାଜପଥ -୧୦ ସରବାହାଲ ନିକଟ ରୁ ୧୪୪୦ ବୋତଲ କଫ ସିରଫ ଜବତ କରିବା ସହ ଦୁଇ ଅଭିଯୁକ୍ତ କୁ ଗିରଫ କରିଛି ଝାରସୁଗୁଡା ପୋଲିସ l ଗତକାଲି ସକାଳ ପ୍ରାୟ ସାଢ଼େ ଦଶ ଟାରେ ପୋଲିସ ଚେକିଂ ବେଳେ ଏକ ବ୍ରିଜା କାର କୁ ଯାଞ୍ଚ କରିଥିଲା ସେହି ସମୟରେ ପୋଲିସ କୁ ନୀଳ ରଙ୍ଗର ଏକ ବ୍ରିଜା ଗାଡ଼ି ରେ ୧୨ ଟି କାର୍ଟୁନ ରେ ୧୪୪୦ ବୋତଲ କଫ ସିରଫ ଜବତ କରିଥିଲା l ପୋଲିସ ଏନେଇ ଏନପିଡ଼ିଏସରେ ମାମଲା ରୁଜୁ କରି ବଡ଼ମାଲ ଥାନା ଅନ୍ତର୍ଗତ ଖେରୁଆଲ କଣ୍ଟାଟିକ୍ରା ରଞ୍ଜନ କୁମାର ଭଇଁଶା ଏବଂ ଗରିଆଡ଼ିହି ଆରଆର କଲୋନୀରେ ସୁରେନ୍ଦ୍ର କୁମାର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l
Read More News
T & CPrivacy PolicyContact Us