Download Now Banner

This browser does not support the video element.

ଆସିକା: ନଅମାଇଲି ଛକ ନିକଟରେ କାର ସହ ବାଇକ ମୁହାଁମୁହିଁ ଧକ୍କା, ବାଇକ ଚାଳକ ଗୁରୁତର

Asika, Ganjam | Aug 24, 2025
ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ନଅ ମାଇଲି ଛକ ନିକଟରେ ଆଜି ଏକ ମର୍ମାନ୍ତୁତ ଦୁର୍ଘଟଣା ଘଟିଯାଇଛି l ଗୋଟିଏ କାର ସହ ବାଇକ ର ମୁହାଁମୁହିଁ ଧକ୍କା ହୋଇଛି l ଦୁର୍ଘଟଣା ରେ ବାଇକ ଚାଳକ ବୁଗୁଡ଼ା ବ୍ଲକ ପ୍ରତାପ ଧନଞ୍ଜୟପୁର ଶାସନ ଗ୍ରାମର ର ପ୍ରଭାତ କୁମାର ଖାଡ଼ଙ୍ଗା ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି l ସୂଚନା ଅନୁସାରେ ପ୍ରଭାତ ବାଇକ ଯୋଗେ ନିଜ ଗ୍ରାମ ଅଭିମୁଖେ ଯିବା ସମୟରେ ନଅମାଇଲି ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଗୋଟିଏ କାର ତାଙ୍କୁ ଧକ୍କା ଦେଇଥିଲା l
Read More News
T & CPrivacy PolicyContact Us