Download Now Banner

This browser does not support the video element.

ଗାଇସିଲେଟ୍: ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ଠାରେ ବିଶ୍ବ ଭାତୃତ୍ଵ ଦିବସ ଉପରେ ଏକ ଆଲୋଚନା ଚକ୍ର ବୈଠକ ଅନୁଷ୍ଠିତ

Gaisilet, Bargarh (Baragarh) | Sep 13, 2024
ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ଅଧ୍ଯକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ବିଶ୍ବ ଭାତୃତ୍ଵ ଦିବସ ଉପରେ ଏକ ଆଲୋଚନା ଚକ୍ର ଶୁକ୍ରବାର ଅପରାହ୍ନ ୩ଟା ପାଖାପାଖି ରେ ଅନୁଷ୍ଠିତ ହୋଇଅଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ପଣ୍ଡା ସଭାର ଉଦ୍ଦେଶ୍ୟ ଜ୍ଞାପନ ସହିତ ଅତିଥ୍‌ ପରିଚୟ ପ୍ରଦାନ କରିଥିଲେ। ଏହା ପରେ ମୁଖ୍ୟ ଅତିଥ୍‌ ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା ନିଜ ଅଭିଭାଷଣରେ ଭଗବତଗୀତାର ସ୍ଲୋକ ବେଦାନ୍ତି, କର୍ମ ଯୋଗ, ଧର୍ମ ଯୋଗ ଇତ୍ୟାଦି ର ଉଦାହରଣ ଦେଇ କିପରି ଗୋଟିଏ ଶିଶୁ ନିଜ ପାଖରେ ଥିବା ଅନୁର୍ନିହିତ ଗୁନବଳୀ କୁ ଚିହ୍ନି ପାରିବ ସେହି ଦିଗରେ ମାର୍ଗଦର୍ଶନ କରିଥିଲେ
Read More News
T & CPrivacy PolicyContact Us