Download Now Banner

This browser does not support the video element.

ଅନୁଗୋଳ: ଜିଲ୍ଲାରୁ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିବା ନେଇ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି ଏସପି ରାହୁଲ ଜୈନ

Anugul, Angul | Aug 24, 2025
ଜିଲା ପୁଲିସ ପକ୍ଷରୁ ବିଗତ ୫ଦିନ ହେବ ଅପରେସନ ‘ଅନ୍ବେଷଣ’ କାର୍ଯ୍ୟକ୍ରମରେ ନିଖୋଜ ମହିଳା ଓ ଶିଶୁଙ୍କୁ ଖୋଜି ବାହାର କରିବା ପାଇଁ ବିଭିନ୍ନ ଥାନାରେ ହୋଇଥିବା ରିପୋର୍ଟକୁ ଆଧାର କରି ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ୨୦୧ ଜଣ ନିଖୋଜ ମହିଳା ଓ ଶିଶଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୭୩ ମହିଳା ଓ ୨୮ଜଣ ଶିଶୁ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ମହିଳା ଓ ଶିଶୁଙ୍କ ମଧ୍ୟରୁ ଅନୁଗୋଳ ଥାନା ଅଞ୍ଚଳର ୨୩ ମହିଳା ଓ ୩ ଶିଶୁ (୨ବାଳିକା ଓ ଜଣେ ବାଳକ), ସଦର ଥାନା ଅଞ୍ଚଳର ୬ ମହିଳା ଓ ୬ ଶିଶୁ, ନାଲକୋ ଥାନା ଅଞ୍ଚଳର ୧୧ ମହିଳା, ବଅଁରପାଳ ଥାନା ଅଞ୍ଚଳର୧୦ ମହିଳା ଓ ୩ ଶିଶୁ, ଛେଣ୍ଡିପଦା ଥ
Read More News
T & CPrivacy PolicyContact Us