Download Now Banner

This browser does not support the video element.

ଧର୍ମଗଡ: ଦେଶୀ ମଦ ଚାଲାଣ ସମୟରେ ଗୋତୋମୁଣ୍ଡା ନିକଟରେ ଅବକାରୀ ବିଭାଗ ର ଚଢ଼ାଓ, ୫୦ ଲିଟର ଦେଶୀ ମଦ ସହ ବାଇକ ଜବତ ୧ ଗିରଫ ।

Dharamgarh, Kalahandi | Sep 1, 2025
ନବରଙ୍ଗପୁର ଜିଲ୍ଲା ଚଚା ଗାଁ ରୁ କଳାହାଣ୍ଡି ର ବେହେରା ଅଞ୍ଚଳ କୁ ଦେଶୀ ମଦ ଚାଲାଣ ହେଉଥିବା ବେଳେ ସୋମବାର ସକାଳ ୧୧ ଟା ରେ ଅବକାରୀ ବିଭାଗ ଚଢ଼ାଓ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ତାଙ୍କ ନିକଟରୁ ୫୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥି ସହ ମଦ ଚାଲାଣରେ ବ୍ୟବହୃତ ସିଜି ୦୫-୯୧୨୧ ନମ୍ବର ବିଶିଷ୍ଟ ବାଇକକୁ ମଧ୍ଯ ଜବତ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଚଚା ଗାଁ ର ରାଏଧର ଗଉଡ (୨୧) ।
Read More News
T & CPrivacy PolicyContact Us