Install App
ppadhi2012
This browser does not support the video element.
ପାଟଣାଗଡ: ବେଲପଡା କୁ ଏନ ଏ ସି ଘୋଷଣା ଏବଂ ସାର କଲାବଜାରୀ ବନ୍ଦ ଦାବି ନେଇ ବିଜେଡି ର ବେଲପଡା ବ୍ଳକ ଘେରାଉ
Patnagarh, Balangir | Sep 10, 2025
ବେଲପଡା କୁ ଏନ ଏ ସି ଘୋଷଣା କରିବା ଏବଂ ସାରର କଳାବଜାରୀ ବନ୍ଦ କରି ଆବଶ୍ୟକ ସାର ଯୋଗାଇ ଦେବାକୁ ଦାବି କରି ବିଜେଡି ପକ୍ଷରୁ ବୁଧବାର ମଧ୍ୟାହ୍ନରେ ବେଲପଡା ବ୍ଳକ ଘେରାଉ କରାଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରାଯାଇଛି ଜିଲ୍ଲା ସଭାପତି ଶ୍ରୀ ସରୋଜ ମେହେର ଏହାର ନେତୃତ୍ୱ ନେଇଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!