Download Now Banner

This browser does not support the video element.

ଆସିକା: ଖମ୍ବେଶ୍ବରୀ ପାଟଣା ସ୍ଥିତ ନିରଞ୍ଜନ ମହିଳା ମହାବିଦ୍ୟାଳୟ ରେ ହୋମଗାର୍ଡ ପରୀକ୍ଷା ଅନୁଷ୍ଠିତ,କଡା ସୁରକ୍ଷା ରେ ଅନୁଷ୍ଠିତ ହେଲା ପରୀକ୍ଷା

Asika, Ganjam | Sep 7, 2025
ଗଞ୍ଜାମ ଜିଲ୍ଲାର ୨୮ ଟି ସେଣ୍ଟରରେ ଆଜି ହୋମଗାର୍ଡ ପରୀକ୍ଷା ଦେଉଛନ୍ତି ଆବେଦନକାରି l ସେହି ଭଳି ଆସିକା ଏନଏସି ଖମ୍ବେଶ୍ବରୀ ପାଟଣା ସ୍ଥିତ ନିରଞ୍ଜନ ସରକାରୀ ମହିଳା ମବିଦ୍ୟାଳୟ ରେ ମଧ୍ୟ ଗୋଟିଏ ସେଣ୍ଟର ଅନୁଷ୍ଠିତ ହୋଇଥିଲା l ସେଣ୍ଟର ରେ ବହୁ ଉଚ୍ଚଶିକ୍ଷିତ ଯୁବକ ଯୁବତୀ ପରୀକ୍ଷା ଦେଇଥିବା ବେଳେ ସୁରକ୍ଷା କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଜିଲ୍ଲା ସ୍ଥରୀୟ ଅଧିକାରୀ ମାନେ ପରୀକ୍ଷା ପରିଚାଳନା କରିଥିଲେ l
Read More News
T & CPrivacy PolicyContact Us