This browser does not support the video element.
କୋରେଇ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସେବା ସପ୍ତାହ ଉପଲକ୍ଷେ ବିଜେପି ପକ୍ଷରୁ କନ୍ତର ଗାଁରେ ଏକ ପେଡ ମାଆ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ
Korai, Jajpur | Sep 25, 2025
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସେବା ସପ୍ତାହ ଉପଲକ୍ଷେ କୋରେଇ ବିଜେପି ପକ୍ଷରୁ କନ୍ତର ଗାଁରେ ଏକ ପେଡ ମାଆ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ l କୋରେଇ ବ୍ଲକ ବିଜେପି ସଭାପତିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଆକାଶ ଦାସନାୟକ ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ବିଶେଷ ଭାବରେ ସମସ୍ତେ ନିଜ ବାଡ଼ିରେ ଗଛ ଲଗାଇବାକୁ ଆହ୍ୱାନ ଦେଇଥିଲେ ବିଧାୟକ l ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ବିଜେପି ନେତା ଓ ନେତ୍ରୀ ଯୋଗଦେଇ କୋରେଇ ଅଂଚଳକୁ କିଭଳି ସବୁଜିମା କରାଯିବ ଆଲୋଚନା କରିଥିଲେ l