Download Now Banner

This browser does not support the video element.

ସୁନ୍ଦରଗଡ ସହର: ଟାଉନ ଥାନାରେ ସ୍ୱାମୀଙ୍କ ନାଁରେ ନିର୍ଯାତନାର ଅଭିଯୋଗ ଆଣିଲେ ବାଉଁଶପଡ଼ାର ମହିଳା

Sundargarh Town, Sundargarh | Aug 23, 2025
ସୁନ୍ଦରଗଡ ଶନିବାର ଦିନ ୧୧ ଟା ସମୟର ସୂଚନା ଅନୁଯାୟୀ ବାଉଁଶ ପଡ଼ା ର ଜଣେ ମହିଳା ଟାଉନ ଥାନାରେ ତାଙ୍କ ସ୍ବାମୀଙ୍କ ନାମ ରେ କଲେ ନିର୍ଯାତନା ଅଭିଯୋଗ। ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ପୋଲିସ ମହିଳା ଙ୍କ ସ୍ବାମୀ କୁ ଥାନାରେ ଆଣି ପଚରାଉଚୁରା କରୁଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us