Download Now Banner

This browser does not support the video element.

ବିଜେପୁର: ତାଲପଦର ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ

Bijepur, Bargarh (Baragarh) | Sep 26, 2025
ବରଗଡ ବିକାଶ ହସ୍ପିଟାଲ ଓ ତାଳପଦର ଗ୍ରାମବାସୀଙ୍କ ମିଳିତ ପ୍ରୟାସରେ ଆଜି ଗୋଟିଏ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ଅଞ୍ଚଳବାସି ଙ୍କୁ ମାଗଣା ପରାମର୍ଶ ଓ ଚିକିତ୍ସା ପ୍ରଦାନ କରିଥିଲେ। ଚକ୍ଷୁ ବିଭାଗରୁ ଡ଼. ବୀରେନ୍ଦ୍ର ନନ୍ଦ, ଫିଜିଓଥେରାପି ବିଭାଗରୁ ଡ଼. ମୁକେଶ କୁମାର ଦ୍ଵିବେଦୀ, ଫୁସଫୁସ ରୋଗ ବିଶେଷଜ୍ଞ ୟଶମନ୍ତ, ମେଡିସିନ
Read More News
T & CPrivacy PolicyContact Us