This browser does not support the video element.
କେନ୍ଦୁଝର ସହର: ଜାତୀୟ ସ୍ବେଛାକୃତ ରକ୍ତଦାନ ଦିବସ ଅବସରରେ ଜିଲ୍ଲା ରକ୍ତଭଣ୍ଡାର ତରଫରୁ ଆୟୋଜିତ
Kendujhar Town, Kendujhar | Oct 1, 2025
ଜାତୀୟ ସ୍ବେଛାକୃତ ରକ୍ତଦାନ ଦିବସ ଅବସରରେ ଜିଲ୍ଲା ରକ୍ତଭଣ୍ଡାର ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଆମ #ଲାଇଫ_ସେଭର୍ସ ଗ୍ରୁପ୍ର ଦୁଇଜଣ ପ୍ରମୁଖ ସଦସ୍ୟ #ପ୍ରିୟବ୍ରତ ଭାଇ ଓ #ପ୍ରଜ୍ଞାପିଙ୍କି ଭଉଣୀଙ୍କୁ #CDMO ସାର୍ ସମ୍ବନ୍ଧିତ କରିଥିବାରୁ ଆମେ ଗର୍ବିତ। ନିଜର ନିଃସ୍ବାର୍ଥପର ସେବା ଓ ଉତ୍ସର୍ଗୀକୃତ ଭାବନା ପାଇଁ ଉଭୟଙ୍କୁ ତରଫରୁ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ! ଆପଣମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା।