Download Now Banner

This browser does not support the video element.

ପରଜଙ୍ଗ: ଗେଙ୍ଗୁଟିଆ ଗାଁରେ ରବିବାର ୧୦ଟାରେ ଆମ୍ବୁଲାନ୍ସ ଅଚଳ ,ରୋଗୀ ହଇରାଣ

Parajang, Dhenkanal | Sep 7, 2025
ଗେଙ୍ଗୁଟିଆ ଗାଁରେ ରବିବାର ୧୦ଟାରେ ଆମ୍ବୁଲାନ୍ସ ଅଚଳ ,ରୋଗୀ ହଇରାଣ ।ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ଗାଁରେ ବାସନ୍ତୀ ବେହେରାଙ୍କ ଦେହ ଖରପ ଥିବାରୁ ଆମ୍ବୁଲାନ୍ସ ଡାକିଲେ ରବିବାର ।ଗାଁରେ ଆମ୍ବୁଲାନ୍ସ ପହଁଚିଲା ପରେ ଆଉ ଗଡ଼ିଲା ନାହିଁ ଯାହାଫଳରେ ହଇରାଣ ହେଲେ ରୋଗୀ ।
Read More News
T & CPrivacy PolicyContact Us