This browser does not support the video element.
ସୁନ୍ଦରଗଡ ସହର: ତଳସରା ଥାନା ପୋଲିସ ଦ୍ବାରା ମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତ ଗିରଫ ତୁମୁଲିଆରୁ ଗିରଫ
Sundargarh Town, Sundargarh | Sep 6, 2025
ଆଜି ସେପ୍ଟେମ୍ୱର 6 ତାରିଖ ପୂର୍ବାହ୍ନ 11 ଟା ପାଖାପାଖି ସମୟରେ ତଳସରା ପୋଲିସ ମାନ୍ୟବର ଅଦାଲତ ଦ୍ଵାରା ମୋଷ୍ଟ ୱାଣ୍ଟେଡ ଅପରାଧୀ ତାପସ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତାପସ ନାମରେ ମାନ୍ୟବର ସୁନ୍ଦରଗଡ଼ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟର Non bailable warrant ଇଶ୍ୟୁ ହୋଇଥିଲା। ତାହାରି ଆଧାରରେ ତଳସରା ପୋଲିସ ଅଭିଯୁକ୍ତ ବିଷୟରେ ସନ୍ଧାନ ପାଇ ତକୁ ତଳସରା ଥାନା ତୁମୁଳିଆ ଅଞ୍ଚଳରୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି। ତେବେ ପୋଲିସ ତଦନ୍ତରେ ଅଭିଯୁକ୍ତ ନାମରେ ବିଭିନ୍ନ ଥାନାରେ 26 ରୁ ଅଧିକ ସଙ୍ଗୀନ ମାମଲା ଥିବା ଜଣା ପଡିଛି। ନି