Download Now Banner

This browser does not support the video element.

କେନ୍ଦୁଝର ସହର: ଦହିବାହାଳି ନିକଟରେ ଆକାଶିଆ ଗଛକୁ ଧକ୍କା ଦେଲା ବାଇକ୍ ଶଳା ଭିଣେଇ ଗୁରୁତର

Kendujhar Town, Kendujhar | Aug 30, 2025
ଆକାଶିଆ ଗଛକୁ ଧକ୍କା ଦେଲା ବାଇକ୍ ଶଳା ଭିଣେଇ ଗୁରୁତର ପାଟଣା: ପାଟଣା ପିପିଳିଆ ରାସ୍ତାର ଦହିବାହାଳି ଛକ ନିକଟରେ ଆଜି ଅପରାହ୍ନରେ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ବାଇକ୍ ଦୁଇ ଗୁରୁତର ଗୁରୁତର ବ୍ୟକ୍ତି ମାନେ ହେଲେ ରେବଣାପଳାସ ପାଳ ଗ୍ରାମର ଘୁଟୁ ଚାତର ଙ୍କ ପୁଅ ବିଶୁନାଥ ଚାତର (୨୭) ଅନ୍ୟ ଜଣେ ହେଲେ ଘଟଗାଁ ବ୍ଲକର ତୋରାଣି ପୋଖରୀ ପଞ୍ଚାୟତର ତୋରାଣି ପୋଖରୀ ଗ୍ରାମର ଶୁନିଆ ମୁଣ୍ଡାଙ୍କ ପୁଅ ଖଗେଶ୍ବର ମୁଣ୍ଡା (୨୨) ବୋଲି ଜଣାପଡିଛି ସେ ମାନେ ସ୍ବାମ ନୂଆଁ ମୁଣ୍ଡା ସାହିରୁ ଏକ ବାଇକ୍ ଯୋଗେ ତୋରାଣି ପୋଖରୀ ଗ୍ରାମର ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା ଦୁଇ ଜଣ ଗୁରୁତର ଅବସ
Read More News
T & CPrivacy PolicyContact Us