Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ହରେକୃଷ୍ଣ ମହତାବ ଷ୍ଟେଟ୍ ଲାଇବ୍ରେରୀ ପରିସରରେ ଖୋଲିଲା ଆଉ ଏକ ଆହାର କେନ୍ଦ୍ର;ଏନେଇ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ
Bhubaneswar M Corp, Khordha | Aug 26, 2025
ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ଡକ୍ଟର ହରେକୃଷ୍ଣ ମହତାବ ଷ୍ଟେଟ୍ ଲାଇବ୍ରେରୀ ପରିସରରେ ଖୋଲିଲା ଆଉ ଏକ ଆହାର କେନ୍ଦ୍ର । ଏହି ଆହାର କେନ୍ଦ୍ରକୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ଅନନ୍ତ ନାରାୟଣ ଜେନା ଓ ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ |
Share
Read More News
T & C
Privacy Policy
Contact Us
Your browser does not support JavaScript!