This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ହୋଟେଲ ରୋକିସାନ ପ୍ରିମିୟମ ଠାରେ ହୋଣ୍ଡା କମ୍ପାନୀର ଦୁଇଟି ନୂତନ ମୋଡେଲର ବାଇକର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
Nabarangapur PS, Nabarangpur | Sep 11, 2025
ହୋଟେଲ ରୋକିସାନ ପ୍ରିମିୟମ ଠାରେ ହୋଣ୍ଡା କମ୍ପାନୀର ଦୁଇଟି ନୂତନ ମୋଡେଲର ବାଇକର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ଆ ହୋଟେଲ ରୋକିସାନ ପ୍ରିମିୟମ ଠାରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ହୋଣ୍ଡା କମ୍ପାନୀର ଦୁଇଟି ନୂତନ ମୋଡେଲ Shine 100 DX ଏବଂ CB125 Hornet ବାଇକ ଲଞ୍ଚ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବଣିକ ସଂଘ ସଭାପତି ଶ୍ରୀ କାଁହ୍ନୁ ଦାସ ଯୋଗଦାନ କରିଥିଲେ । ନବରଙ୍ଗପୁର ହୋଣ୍ଡା ଶାଖାର ମୁଖ୍ୟ ଶ୍ରୀ ବିକାଶ ଜୈନ ଉପସ୍ଥିତ ଥିଲେ