This browser does not support the video element.
ବରଗଡ: ନୂଆଁଖାଇ ଉପଲକ୍ଷେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ବେହେରା ସମ୍ବଲପୁରୀ କପଡ଼ା ବଜାର କଲେ ପରିଦର୍ଶନ
Bargarh, Bargarh (Baragarh) | Aug 27, 2025
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତୀ ମୃଦୁଲା ପ୍ରଧାନ ବରଗଡ଼ ସ୍ଥିତ ବେହେରା ସମ୍ବଲପୁରୀ କପଡ଼ା ବଜାର ପରିଦର୍ଶନ କରିଥିଲେ | ବୁଧବାର ସକାଳ 10 ଘଣ୍ଟା ସମୟରେ ପରିଦର୍ଶନ କରିଛନ୍ତି | ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ ମଧ୍ୟ ଉପସ୍ଥିତ ରହିଥିଲେ | ସମ୍ବଲପୁରୀ କପଡ଼ା କ୍ରୟ କରିଥିଲେ ଏବଂ ବୁଣାକାର ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ କଳା କୌଶଳକୁ ପ୍ରଶଂସା କରିଥିଲେ ।