Download Now Banner

This browser does not support the video element.

ସୁନ୍ଦରଗଡ ସହର: କେନ୍ଦୁଡିହିରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣିରେ ହେମଗିର ବିକାଶ ପରିଷଦ ବାଙ୍କି ବାହାଲ- ଟପରିଆ ରାସ୍ତାରେ କୋଇଲା ପରିବହନ

Sundargarh Town, Sundargarh | Sep 1, 2025
ଆଜି ସେପ୍ଟେମ୍ବର 1 ତାରିଖ ସୋମବାର ହେମଗିର ବ୍ଲକ କେନ୍ଦୁଡିହି ରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ହୋଇଥିଲା। ଏହି ଶୁଣାଣିରେ ହେମଗିର ବିକାଶ ପରିଷଦ ଆଜି ବାଙ୍କିବାହାଲ - ଟପରିଆ PWD ରାସ୍ତାରେ କୋଇଲା ଓ ଲୁହା ପଥର ପରିବହନ କରୁଥିବା ଗାଡ଼ି ଗୁଡ଼ିକର ସମ୍ପୂର୍ଣ୍ଣ ଚଳାଚଳ ବନ୍ଦ କରିବା ନେଇ ଏକ ଦାବୀ ସମ୍ବଳିତ ଚେତାବନୀ ପତ୍ର ଦେଇଛନ୍ତି। ଏହି ପରିବହନ ଯୋଗୁଁ ସାରା ଅଞ୍ଚଳରେ ଟ୍ରାଫିକ ସମସ୍ୟା ସାଙ୍ଗକୁ ପ୍ରତି ମାସରେ ଆଠ ରୁ ଦଶ ଜଣଙ୍କ ମୃତ୍ୟୁ ହେଉଥିବା ସେମନେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ଲଗାତାର 6 ବର୍ଷ ଧରି ସେମାନେ ଏହାର ସ୍ଥାୟୀ ସମାଧାନ ସ୍ୱରୂପ ଏକ ସ୍ବତନ୍ତ୍ର
Read More News
T & CPrivacy PolicyContact Us