Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଗୁଡଭେଲା ବ୍ଲକ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ - ଯୋଗଦେଲେ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ

Titlagarh, Balangir | Oct 8, 2025
ଆଜି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଗୁଡ଼ଭେଲା ବ୍ଲକ ଠାରେ ନୂଆଁଖାଇ ଭେଟ୍‌ଘାଟ – ୨୦୨୫ କାର୍ଯ୍ୟକ୍ରମରେ ଅଞ୍ଚଳର ଜନସାଧାରଣଙ୍କ ସହ ସାମିଲ ହେଲେ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ। ଏହି ନୁଆଁଖାଇ ଅବସରରେ ସତ୍ୟରେ କେବଳ ଏକ ପର୍ବ ନୁହେଁ, ମାଟି, କୃଷି, ସଂସ୍କୃତି ଓ ସମ୍ବନ୍ଧର ଉତ୍ସବ। ଏହା ଆମଭଳି କୃଷିପ୍ରଧାନ ସମାଜକୁ ଭାଇଚାରା ଓ ସ୍ନେହ ମମତା ରେ ବାନ୍ଧି ରଖିଥାଏ ବୋଲି ନିଜ ବକ୍ତବ୍ୟରେ କହିଥିଲେ ବିଧାୟକ। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନେତା ଅଶୋକ ଦୋରା ଓ ଅନ୍ୟ ନେତା ତଥା ଜନ ସାଧାରଣ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us