Install App
sambalpurupdate
This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ପୋଲିସ ପକ୍ଷରୁ ଦୀର୍ଘ ଦିନରୁ ଅଟକି ରହିଥିବା କିଛି ପଦବୀ ପୂରଣ ପାଈଁ ରିଂ ରୋଡ଼ ରେ ଶାରୀରିକ ପରୀକ୍ଷା ଆରମ୍ଭ
Sambalpur M, Sambalpur | Aug 23, 2025
ରାଜ୍ୟ ପୋଲିସ ପକ୍ଷରୁ ଦୀର୍ଘ ଦିନରୁ ଅଟକି ରହିଥିବା କିଛି ପଦବୀ ପୂରଣ ପାଈଁ ଶାରୀରିକ ପରୀକ୍ଷା ଆରମ୍ଭ ହୋଇଯାଇଛି l ଆଜି ଦିନ ପ୍ରାୟ 2 ଟା ସମୟରେ ସମ୍ବଲପୁର ଜୋନରେ 4 ଟି ଜ଼ିଲ୍ଲା ର ପରୀକ୍ଷାର୍ଥୀ ଭାଗ ନେଇଥିଲେ l ଏହି ପରୀକ୍ଷାକୁ 3 ଜଣ ଅତିରିକ୍ତ ଏସପି, 3 ଜଣ ଆଇଆଇସି ସହ ଅନେକ ପୋଲିସ କର୍ମଚାରୀ ପରିଚାଳନା କରିଥିଲେ l ଏହି ପରୀକ୍ଷା ଆସନ୍ତାକାଲି ମଧ୍ୟ ଚାଲିବ l
Share
Read More News
T & C
Privacy Policy
Contact Us
Your browser does not support JavaScript!