This browser does not support the video element.
କଣ୍ଟାମାଳ: କଣ୍ଟାମାଳ ଠାରେ ଦଶହରା ଅବସରରେ ରାବଣ ଦରବାର ପାଇଁ କଳାକାର ବରଣ
Kantamal, Boudh (Bauda) | Sep 4, 2025
ଗୁରୁବାର ଦିନ କଣ୍ଟାମାଳ ଠାରେ ଆସନ୍ତା ଦୁର୍ଗା ପୂଜା ଅବସରରେ 4 ଦିନ ବ୍ୟାପି ହେବାକୁ ଥିବା ରାବଣ ଦରବାର ପାଇଁ କଳାକାର ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଆୟୋଜକ ଏବଂ ଆମେ ସାଂସ୍କୃତିକ ପରିଷଦ କଣ୍ଟାମାଳର କର୍ମକର୍ତ୍ତା ମାନେ ରାବଣ ଦରବାରର ମୁଖ୍ୟ କଳାକାର ଭାବେ ରାବଣ ଭୁମିକାରେ ଅଭିନୟ କରିବାକୁ ପଶ୍ଚିମ ଓଡିଶାର ବରିଷ୍ଠ କଳାକାର ରବିନ୍ଦ୍ର କୁମାର ସାହୁଙ୍କୁ ବରଣ କରିଥିଲେ |