This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: 12 ବେଟେଲିଆନ ଏନସିସି ପକ୍ଷରୁ ନୁଆଁବନ୍ଧ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
Nabarangapur PS, Nabarangpur | Oct 9, 2025
12 ବେଟେଲିଆନ ଏନସିସି ପକ୍ଷରୁ ନୁଆଁବନ୍ଧ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ କେନ୍ଦ୍ର ସରକାର ଙ୍କ ଧ୍ବଜା ସ୍ୱଚ୍ଛତା ଅଭିଯାନ କ୍ରମରେ ପୁନିତ ସାଗର ସଫେଇ ଅଭିଯାନ ଆଜି ନବରଙ୍ଗପୁର ଥରେ ଅବସ୍ଥାପିତ 12 ବାଟାଲିୟାନ ଏନ ସିସି ପକ୍ଷରୁ ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ପୌର ପାଳିକା ର 4 ନମ୍ବର ୱାର୍ଡ ରେ ଥିବା ନୁଆଁ ବନ୍ଧ କୁ ଏହି ପୁନିତ ସାଗର ଅଭିଯାନ ର ଅଂଶ ରୂପେ ଗ୍ରହଣ କରାଯାଇ ସଫେଇ କରାଯାଇଥିଲା। ନବରଙ୍ଗପୁର ପୌର ପାଳିକା, ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ ବିଭାଗ ଓ 12 ବାଟା ଲିୟନ ର ଅଧିକାରୀ ଓ କ୍ୟାଡେଟ ର ମିଳିତ ସହଯୋଗ ରେ ଏହି ସଫେଇ ଅଭିଯାନ ଅନୁଷ୍ଠିତ ହୋଇଥିଲା।