Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱରରେ ଭୋଟ ଚୋରି ନେଇ ଜୟଦେବ ଭବନରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ
Bhubaneswar M Corp, Khordha | Sep 6, 2025
ଭୋଟ ଚୋରି ନେଇ ମୁହଁ ଖୋଲିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, କହିଲେ ଭୁବନେଶ୍ୱର ମଧ୍ୟ ଭୋଟ ଚୋରି ହୋଇଛି | ମୋ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ୱର ରେ ହାରିବାର ବଡ଼ କାରଣ ହେଉଛି ଏଠି ମଧ୍ୟ ବିଜେପି ଭୋଟ ଚୋରି କରିଛି |
Share
Read More News
T & C
Privacy Policy
Contact Us
Your browser does not support JavaScript!