This browser does not support the video element.
ଯାଜପୁର: ଜିଲ୍ଲା ଲାଗିରହିଛି ଲଗାଣ ବର୍ଷା,ମୁଣ୍ଡମାଳ ଗାଁରେ ଘରେ ପାଣି ପଶି ଭାଙ୍ଗିଲା ଘର,ସାହାଯ୍ୟ ପାଇଁ ପ୍ରଶାସନକୁ ନିବେଦନ କଲେ ପୀଡ଼ିତ
Jajapur, Jajpur | Aug 22, 2025
ଜିଲ୍ଲା ଲାଗିରହିଛି ଲଗାଣ ବର୍ଷା,ମୁଣ୍ଡମାଳ ଗାଁରେ ଘରେ ପାଣି ପଶି ଭାଙ୍ଗିଲା ଘର,ସାହାଯ୍ୟ ପାଇଁ ପ୍ରଶାସନକୁ ନିବେଦନ କଲେ ପୀଡ଼ିତ ପଦନ ଜେନା l ଗତ କିଛିଦିନ ହେବ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି l ବିଶେଷ ଭାବରେ ବ୍ୟାସନଗର ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି l ମୁଣ୍ଡମାଳ ଗାଁରେ ଅତିଧିକ ବର୍ଷା ଯୋଗୁ ଘରରେ ପାଣି ପଶି କାନ୍ଥ ଭାଙ୍ଗି ଯାଇଛି l ସେପଟେ ସରକାର କାରୀ ସହାୟତା ପାଇଁ ପୀଡ଼ିତ ମାନେ ଦାବୀ କରୁଛନ୍ତି l ତେବେ ମୁଣ୍ଡମାଳ ଗାଁର ପଦନ ଜେନାଙ୍କ ଘର କାନ୍ଥ ଭାଙ୍ଗି ଯାଇଥିବା ବେଳେ କୌଣସି ସରକାରୀ ସହାୟତା ମିଳିନାହିଁ l ସହାୟତା ପାଇଁ ଗଣମାଧ୍ୟମ ଆଗରେ ଦାବୀ କରିଛନ୍