This browser does not support the video element.
ତଲସରା: ଗମ୍ଭାରଢିହି ବସଷ୍ଟାଣ୍ଡ ନିକଟରେ ହାଇୱା କୁ ଧକ୍କା ଦେଲା ପିକଅପ ହେଲପର ଗୁରୁତର
Talasara, Sundargarh | Sep 9, 2025
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ଗମ୍ଭାରଢିହି ବସଷ୍ଟାଣ୍ଡ ନିକଟରେ ଆଜି ସୁନ୍ଦରଗଡ଼ ଠାରୁ ରାଉରକେଲା ଯାଉଥିବା ଏକ ହାଇୱା ପଛରେ ପିକଅପ ଗାଡ଼ି ଧକ୍କା ଦେଇଥିଲା ଯାହା ଫଳରେ ପିକଅପ ଗାଡ଼ି ର ହେଲପର ଗୁରୁତର ଆହତ ହୋଇଛି। ସ୍ଥାନୀୟ ଗ୍ରାମବାସୀ ହେଲପର କୁ ଉଦ୍ଧାର କରି କୁତ୍ରା ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସାପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।