This browser does not support the video element.
ଆସିକା: ରିଷିପୁର ଗ୍ରାମବାସି ଙ୍କ ପକ୍ଷରୁ ଦୁଇଦିନ ହେଲା ଅଟକ ରହିଛି 3 ହିଟାଚି ସହ 3 ହାଇୱା,ଗ୍ରାମବାସି ପକ୍ଷରୁ ମନ୍ଦିରରେ ବସିଲା ବୈଠକ
Asika, Ganjam | Sep 27, 2025
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ରିସିପୁର ଗ୍ରାମବାସୀ ଙ୍କ ମେଳି ଆଗରେ ନାଚାର ପ୍ରଶାସନ l ବିଧାୟକ ଏବଂ ପ୍ରଶାସନିକ ଅଧିକାରୀ ଙ୍କ ଲାଞ୍ଚ ଖୋର ମନଭାବ ଯୋଗୁଁ ପ୍ରଶାସନ ଉପରୁ ଭରସା ତୁଟାଇ ଛନ୍ତି ଲୋକେ l ଗ୍ରାମ ନିକଟ ବେଆଇନ ବାଲି ଘାଟ ବନ୍ଦ ଲାଗି ବାରମ୍ବାର ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନେହେବାରୁ ଗ୍ରାମବାସୀ ମେଳି ବାନ୍ଧି ଆଇନ କୁ ହାତକୁ ନେବା ସହ ବାଲି ଚୋରାଉଥିବା ଗାଡିକୁ ଗ୍ରାମ ରେ ରଖିଛନ୍ତି ଅଟକ l ଦୁଇ ଦିନ ହେଲା ଗ୍ରାମରେ ଛିଡା ହୋଇ ରହିଛି ଛଅ ଗାଡି l ପ୍ରଶାସନ ଦେଖୁଚି ହେଲେ କିଛି କରିପାରୁନାହିଁ l